Centre for Internet & Society

The Centre for Internet and Society's Access to Knowledge along with the Odia Wikipedia community invite you to the tenth anniversary celebrations of Odia Wikipedia t Kalinga Institute of Social Sciences, Bhubaneswar on January 28, 2014 from 10.00 a.m. to 4.00 p.m.

କିଛି ଦିନ ତଳେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସଠାରେ କର୍ମଶାଳା ଓ ସ‌ହବନ୍ଧନ ପରେ ସେଠାର କର୍ତ୍ତୃପକ୍ଷ ଓ ଶିକ୍ଷକ ତ‌ଥା ଛାତ୍ରମାନେ ଆମ ସମସ୍ତଙ୍କୁ ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ଅନୁଷ୍ଠାନ ପରିସରରେ କରିବା ପାଇଁ ଅନୁରୋଧ କରିଛନ୍ତି । ମୁଁ ଏଥିରେ କେତେଜଣ ବରିଷ୍ଠ ଭାଷା ଗବେଷକ ଓ ଭାଷାବିଦମାନଙ୍କୁ ଅନୁରୋଧ କରିଥିଲି । ଏଯାବତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ଲାଙ୍ଗୁଏଜେସ (CIIL), ମହୀଶୂରର ପ୍ରତିଷ୍ଠାତା ଓ ଓଡ଼ିଆ ଭାଷାବିଦ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟୃନାୟକ, ଓଡ଼ିଆ ସାହିତ୍ୟ ଏକାଡେମୀର ଅବାହକ ଓ ଭାଷାବିଦ ଡ. ଗୌରହରି ଦାସ ତ‌ଥା ଭାଷା ଗବେଷକ ସୁବ୍ରତ ପୃଷ୍ଟି ସମ୍ମତି ପ୍ରଦାନ କରିଛନ୍ତି । ଦୟାକରି ସମସ୍ତେ ନିଜ ତରଫରୁ ମଧ୍ୟ ଅଧିକ ବରିଷ୍ଠ ଗବେହକମାନଙ୍କୁ ଅନୁରୋଧ କରିବା ସ‌ହିତ ଏଥିରେ ଅଂଶଗ୍ରହଣ କରି ଏହି ସାମୁହିକ ଉଦ୍ୟମକୁ ଫଳବତୀ କରାଇବାରେ ସ‌ହ‌ଯୋଗ କରିବେ ।

More information about this event…