Centre for Internet & Society

The Centre for Internet & Society, New Delhi is celebrating the ninth anniversary of Odia Wikipedia. The event is being held at Academy of Media Learning, M-6, Samanta Vihar in Bhubaneswar from 10.30 a.m. to 12.30 p.m.

ଓଡ଼ିଆ ଉଇକିପିଡ଼ିଆ, ଅନଲାଇନରେ ଉପଲବ୍ଧ ଓଡ଼ିଆ ଭାଷାର ଏକ ମୁକ୍ତ ଜ୍ଞାନକୋଷର ୯ମ ବାର୍ଷିକ ଜନ୍ମତିଥି ୨୯ ଜାନୁଆରୀରେ ଭୁବନେଶ୍ଵରର ଏକାଡେମି ଅଫ ମିଡ଼ିଆ ଲର୍ଣ୍ଣିଙ୍ଗରେ ଅପରାହ୍ଣ ୪ ଘଟିକା ସମୟରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପରିବାର ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଏହାକୁ ସାଫଲ୍ୟମଣ୍ଡିତ କରିବାକୁ ଅନୁରୋଧ କରୁଛି ।

ଏଥିରେ ଆମେ ଓଡ଼ିଆ ଉଇକିପିଡ଼ିଆର ଉପଯୋଗୀତା, ଏହାର ବ୍ୟବହାର ଓ ଆପଣ କିପରି ଏଥିରେ ଭାଗ ନେଇପାରିବେ ଓ ଜ୍ଞାନ ବିତରଣର ଏହି ମହାପ୍ରବାହ ସାମିଲ ହୋଇପାରିବେ ସେ ବାବଦରେ ଜାଣିପାରିବେ । ଏଥିରେ ଭାଗ ନେବା ପାଇଁ ଏହି ଅନଲାଇନ ଫର୍ମଟିକୁ ଭରନ୍ତୁ: http://goo.gl/q5vnA

Agenda

  • Introducing Wikipedia
  • Celebrating Odia Wikipedia's 9th birthday!
  • Current status of Odia Wikipedia and WikiProjects
  • Press meet

Organizers

ମନୋରଞ୍ଜନ ବେହେରା
ଶ୍ରୀକାନ୍ତ କେଡ଼ିଆ
ସୁଭାସିସପାଣିଗାହି


Register for this event here

More information about this event…