Centre for Internet & Society

On November 14, the CIS-A2K team is organizing a one day orientation workshop on 'Documentation and Wikipedia Contribution' at the Kalinga Institute of Social Studies (KISS), Bhubaneswar from 10.30 a.m. to 5.00 p.m.

ଉଇକିପିଡ଼ିଆ ରୁ

ଭୁବନେଶ୍ୱରସ୍ଥିତ ଆଦିବାସୀ ଆବାସିକ ଅନୁଷ୍ଠାନ KISS (କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ଷ୍ଟଡିଜ)ଠାରେ ଏଠାକାର ଶିକ୍ଷକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଆଦିବାସୀମାନଙ୍କର ଭାଷା, ଚଳଣି ଓ ଜନ‌ଜୀବନ ବାବଦରେ ଅନେକ ଗବେଷଣାଭିତ୍ତିକ ପ୍ରସଙ୍ଗ ଏକାଧିକ ଭାଷାରେ ଲେଖିବାର ଏକ ପ୍ରକଳ୍ପ ଆରମ୍ଭ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ନ‌ଥିକରଣ ତିନୋଟି ଭାଷାରେ (ଓଡ଼ିଆ, ଇଂରାଜୀ ଓ ହିନ୍ଦୀ)ରେ କରାଯାଇ KISS ୱେବସାଇଟରେ ଉପଲବ୍ଧ କରାଯିବ । ଏହି ପ୍ରସଙ୍ଗସମୂହ ଜ୍ଞାନ‌କୋଷ ପରିସରରେ ଥିବାରୁ ଏସବୁକୁ ଉଇକିକରଣ କରି ଉଇକିପିଡ଼ିଆର ପ୍ରସଙ୍ଗସବୁକୁ ସମୃଦ୍ଧ କରିବା ନିମନ୍ତେ ଏହି ଏହି କର୍ମଶାଳାର ଆୟୋଜନ କରାଯାଇଛି । ନ‌ଭେମ୍ବର ୧୪ (ଗୁରବାର‌) ଦିନ ସକାଳ ୧୧:୦୦ ରେ ଅନୁଷ୍ଠିତ ହେବାକୁ ଥିବା ଏହି କର୍ମଶାଳାରେ ୧୨ ଜଣ ଶିକ୍ଷକ ଓ ୩୨ ଜଣ ସ୍ନାତକୋତ୍ତର ଯୋଗଦେଇ ଓଡ଼ିଆରେ ଟାଇପ କରିବା ଓ ଉଇକିପିଡ଼ିଆ ବାବଦରେ ତାଲିମ ଗ୍ରହଣ କରିବେ ।

Click to read the full details published on the Wiki meta page here.