Centre for Internet & Society

The event is being organized today, April 1, 2013 online by the Odia Wikipedia Community, from 10.00 a.m. to 7.00 p.m. The Centre for Internet and Society is supporting this event.


Click to read about the event on Facebook


"ଓଡ଼ିଶା ଦିବସ - ୨୦୧୩" ଉପଲକ୍ଷେ ଓଡ଼ିଆ ଉଇକିପିଡ଼ିଆରେ ମିଳିତ ଗଣ-ସମ୍ପାଦନା ତଥା ଉଇକିପିଡ଼ିଆ ସହ "ଅନଲାଇନ ଓଡ଼ିଶା ଦିବସ ପାଳନ" . ଏହି ଦିନ ଆମେ କଣ କରିବୁ: ସକାଳ ୧୦ ଘଟିକାରୁ ନେଇ ସନ୍ଧ୍ୟା ୭ ଘଟିକା ଭିତରେ ଆମେମାନେ ନିଜ ନିଜର ଗାଁ, ପଞ୍ଚାୟତ, ସ‌ହର ଉପରେ ଓଡ଼ିଆ ଉଇକିପିଡ଼ିଆରେ ପ୍ରସଙ୍ଗମାନ ତିଆରି କରିବୁ । କେମିତି ତିଆରିକରିବେ ପ୍ରସଙ୍ଗ:

୧. http://or.wikipedia.org/s/ 8b -> ଏହି ଲିଙ୍କଙ୍କୁ ଯାଇ ଉପରେ ଥିବେ "Type in Odia" କୁ ଯାଇ "Enable (Ctrl-M)" ରେ କ୍ଲିକ କରନ୍ତୁ । ଖୋଜିବା ପାଇଁ ଥିବା ଘରେ ନିଜ ଗାଁର ନାମ ଟାଇପ କରନ୍ତୂ ।

This ia a mass article writing event or Edit-a-thon on the occasion of "Odisha Dibasa -2013". We are inviting you to join and take part in creating articles about your villages, Grama Pachayata, Block on Odia Wikipedia.

Filed under: , ,