The Centre for Internet and Society
https://cis-india.org
These are the search results for the query, showing results 111 to 125.
Odia Wikipedia Brings 14 Copyright Free Odia Books and a Free Odia Font
https://cis-india.org/news/odishabarta-march-29-2014-odia-wikipedia-brings-14-copyright-free-odia-books-and-free-odia-font
Odia Wikimedia community has celebrated "Odisha Day" today at Jayadev Bhawan.

Subhashish Panigrahi from the Centre for Internet and Society read the annual report and shared the vision of the Wikimedia movement.

Read the complete story published by Odishabarta on March 29, 2014 here.

For more details visit https://cis-india.org/news/odishabarta-march-29-2014-odia-wikipedia-brings-14-copyright-free-odia-books-and-free-odia-font

No publisherpraskrishnaAccess to KnowledgeWikimediaWikipediaOdia WikipediaOpenness2014-04-06T06:18:22ZNews ItemOdisha Day 2014
https://cis-india.org/openness/events/odisha-day-2014
CIS-A2K in collaboration with the Odia Wikipedia community is organizing this event on March 29, 2014 at Jayadev Bhawan, Bhubaneswar.

For more details visit https://cis-india.org/openness/events/odisha-day-2014

No publisherpraskrishnaAccess to KnowledgeWikimediaWikipediaOdia WikipediaOpennessEvent2014-04-08T04:39:56ZEventଓଡ଼ିଶା ଦିବସ: ଓଡ଼ିଆ ଭାଷା ଭିତ୍ତିରେ ରାଜ୍ୟ ଗଠନର ୭୯ ବର୍ଷ
https://cis-india.org/news/odishan-march-27-2014-odisha-day-2014
ଓଡ଼ିଆ ଉଇକିପିଡ଼ିଆର ସମ୍ପାଦକମାନଙ୍କ ତରଫରୁ ଭୁବନେଶ୍ୱରଠାରେ ଏହି ୨୯ ତାରିଖରେ “ଓଡ଼ିଶା ଦିବସ ୨୦୧୪” ପାଳନ କରାଯାଉଛି ।

Click to read the original published in Odishan.com on March 27, 2014.

ଏହି ଦିନ ଓଡ଼ିଆ ଶିଶୁ ସାହିତ୍ୟିକ ଡଃ ଜଗନ୍ନାଥ ମହାନ୍ତିଙ୍କ ୧୧ ଖଣ୍ଡ ପୁସ୍ତକର ଡିଜିଟାଲ ରୂପ ପ୍ରସ୍ତୁତ କରିବା ନିମନ୍ତେ ଏକ ପ୍ରକଳ୍ପର ଆରମ୍ଭ କରାଯିବ । ପାଖାପାଖି ୩୦୦୦ ପୃଷ୍ଠା ଡିଜିଟାଇଜ ହେବାକୁ ଥିବା ଏହି ପ୍ରକଳ୍ପଟି କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (କିସ) ତରଫରୁ ସ୍କୁଲ ପିଲାଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆଗାମୀ କିଛି ମାସ ଭିତରେ ଆରମ୍ଭ କରାଯିବ । ଏହି ବହିଗୁଡ଼ିକ ମଧ୍ୟରେ ରହିଛି କିଛି ଶିଶୁସାହିତ୍ୟ ବହି, ଡଃ ମହାନ୍ତିଙ୍କ ଆମୋଦଦାୟକ ଅନେକ ଭ୍ରମଣ କାହାଣୀ ଓ ଓଡ଼ିଆ ଶିଶୁସାହିତ୍ୟର ଇତିହାସ । ଏହି ଦିନ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଦ୍ୱାରା ପ୍ରକାଶିତ ଓଡ଼ିଆ ଭାଷା ଓ ଜନଜୀବନର ସମ୍ପୂର୍ଣ୍ଣ ଇତିହାସ ସଂକଳିତ ତିନୋଟି ବହି-”ଜାତି, ଜାଗୃତି ଓ ପ୍ରଗତି”, “ଭାଷା ଓ ଜାତୀୟତା” ଓ ଏକ ଇଂରାଜୀ ବହି “Classical Odia”କୁ ଇଣ୍ଟରନେଟରେ ଉପଲବ୍ଧ କରାଇବା ନିମନ୍ତେ ଆଉ ଏକ ପ୍ରକଳ୍ପର ଶୁଭାରମ୍ଭ କରାଯିବ । ଓଡ଼ିଆ ଭାଷାର ଅନେକ ପୁସ୍ତକ ଇଣ୍ଟରନେଟରେ ଉପଲବ୍ଧ ନ ଥିବା ପାଠକମାନଙ୍କ ପାଇଁ ଓଡ଼ିଆରେ ତଥ୍ୟ ଖୋଜିବା ଓ ଜ୍ଞାନ ଆହରଣ ପାଇଁ ଏକ ବିଶାଳ ପ୍ରତିବନ୍ଧକ ବୋଲି ବିଶିଷ୍ଠ ଓଡ଼ିଆ ଭାଷାବିଦ ପଦ୍ମଶ୍ରୀ ଡଃ ଦେବୀପ୍ରସାଦ ପଟ୍ଟନାୟକ କହିଛନ୍ତି । ଆଗରୁ ସୃଜନିକା ଅନୁଷ୍ଠାନ ତରଫରୁ ଓଡ଼ିଆ ଭାଷାର ପାଖାପାଖି ୭୪୦ ଖଣ୍ଡ ପୁରାତନ ପୁସ୍ତକର ଡିଜିଟାଲ ସଂସ୍କରଣ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ କେବଳ ସ୍କାନ କରାଯାଇଥିବା ଏହି ସମସ୍ତ ପୁସ୍ତକର ଲେଖାସବୁ ଖୋଜିବା ସମ୍ଭବ ନୁହେଁ । ଓଡ଼ିଆ ଉଇକିପିଡ଼ିଆ ତରଫରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନେଇ କର୍ମଶାଳା ମାଧ୍ୟମରେ ଏହି ଉପାଦେୟ ବହିକୁ ପୁନଃ-ଟାଇପ କରି ମାଗଣାରେ ବିନା କପିରାଇଟରେ ଇଣ୍ଟରନେଟରେ ପାଠକମାନଙ୍କ ପାଇଁ ରଖାଯିବ । ଓଡ଼ିଆରେ ଏଥିନିମନ୍ତେ ଉଇକି-ପାଠାଗାର ନାମକ ପ୍ରକଳ୍ପ ବ୍ୟବହାର କରାଯିବ ।

ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବା ପରେ ସରକାର ଓ ଅନେକ ସଙ୍ଗଠନମାନଙ୍କ ତରଫରୁ ଭାଷାର ବିକାଶ ନିମନ୍ତେ ଅନେକ ନୂଆ ନୂଆ ଯୋଜନା ଆରମ୍ଭ ହୋଇଛି । ତେବେ ଓଡ଼ିଆ ଭାଷାର ଲେଖାମାନ ଏବେ ମଧ୍ୟ ଇଣ୍ଟରନେଟରେ ଅନେକ ପରିମାଣରେ ଉପଲବ୍ଧ ଯାହା ବିଶ୍ୱଦରବାରରେ ଓଡ଼ିଆର ସ୍ଥିତିକୁ ଯଥେଷ୍ଟ ଦୁର୍ବଳ କରିରଖିଛି । ବର୍ତ୍ତମାନର ଅନେକ ଶିଶୁ କମ୍ପ୍ୟୁଟରରୁ ଶିଖିବା ପସନ୍ଦ କଲେଣି ଯାହା ଭାଷା ଶିକ୍ଷଣର ମାଧ୍ୟମରେ ବିରାଟ ପରିବର୍ତ୍ତନର ଆବଶ୍ୟକତାକୁ ଦୃଢ଼ୀଭୂତ କରିଛି । ଏହି ସମସ୍ତ ବିଷୟକୁ ଆଖିରେ ରଖି ଓଡ଼ିଆରେ କମ୍ପ୍ୟୁଟରରେ ବନାନ ସୁଧାରିବା, ଓଡ଼ିଆ ଗଣମାଧ୍ୟମରେ ଓ ଅନ୍ୟନ୍ୟ ମାଧ୍ୟମ ଭାଷାର ବିକାଶରେ କି କି ପଦଃକ୍ଷେପ ନେଇପାରିବେ ସେ ବାବଦରେ ପ୍ରଫେସର ଉଦୟନାଥ ସାହୁ, ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ଓଡ଼ିଶା ରିଭିଉ ପତ୍ରିକାର ସମ୍ପାଦକ ଓ ସାହିତ୍ୟିକ ଡଃ ଲେନିନ ମହାନ୍ତି ପ୍ରମୁଖ ଆଲୋଚନା କରିବେ ।

ଓଡ଼ିଆ ଉଇକିପିଡ଼ିଆ ଇଣ୍ଟରନେଟରେ or.wikipedia.org ଠାରେ ଉପଲବ୍ଧ ଏକ ଅନଲାଇନ ଜ୍ଞାନକୋଷ । ଏଥିରେ ଅନ୍ୟ ଜ୍ଞାନକୋଷ ଭଳି କିଛି ହାତଗଣତି ସମ୍ପାଦକ ନଥାଏ ଏଥିରେ ସମସ୍ତଙ୍କୁ ସମ୍ପାଦନାର ସୁବିଧା ଦିଆଯାଇଥାଏ । ତେବେ କେତେକ ନୀତିନିୟମ ଦ୍ୱାରା ଏଥିରେ ଅଦରକାରୀ ଲେଖା ସବୁକୁ ଅଭିଜ୍ଞ ସମ୍ପାଦକମାନେ ସୁଧାରିଥାନ୍ତି । ଓଡ଼ିଆରେ ଅଧୁନା ୨୦ ଜଣ ସମ୍ପାଦକ ସକ୍ରିୟ ଭାବେ ଓଡ଼ିଶାର ଭାଷା, କଳା, ଲୋକସଂସ୍କୃତି ଓ ଜଗତର ବାକି ଅନେକ ବିଷୟରେ ପ୍ରସଙ୍ଗମାନ ସ୍ୱେଚ୍ଛାରେ ସମ୍ପାଦନା କରୁଛନ୍ତି । ୫୦୦୦ ଗୋଟି ପ୍ରସଙ୍ଗରେ ସମୃଦ୍ଧ ପ୍ରଥମ ଭାରତୀୟ ଭାଷାର ପ୍ରକଳ୍ପ ଭାବେ ବାକି ତିନୋଟି ଭାଷା-ଅସମୀୟା, ପଞ୍ଜାବୀ ଓ ମାଲାୟାଲାମ ସହ ୨୦୦୨ରେ ଆରମ୍ଭ ହୋଇଥିଲା । ତେବେ ୯ରୁ ଅଧିକ ବର୍ଷ ଧରି ଏହା ସମ୍ପାଦକଙ୍କ ଅଭାବରୁ ସ୍ଥାଣୂ ହୋଇ ରହିଥିଲା । ୨୦୧୧ରେ କିଛି ଯୁବା ଏହାକୁ ଆଉଥରେ ସକ୍ରିୟ କରିଥିଲେ । ତା’ପରଠାରୁ ଓଡ଼ିଆ ଉଇକିପିଡ଼ିଆ ୧୦ରୁ ଅଧିକ ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସହରରେ ୨୦ରୁ ଅଧିକ କର୍ମଶାଳାମାନ କରିସାରିଛି । ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଓଡ଼ିଆରେ ଉଇକିପିଡ଼ିଆ ସମ୍ପାଦନା କରିବାକୁ ଆଗ୍ରହୀ ବ୍ୟକ୍ତିମାନଙ୍କ ନିମନ୍ତେ ଏକ କର୍ମଶାଳାର ଆୟୋଜନ ମଧ୍ୟ କରାଯାଇଛି ।

For more details visit https://cis-india.org/news/odishan-march-27-2014-odisha-day-2014

No publisherpraskrishnaAccess to KnowledgeWikimediaWikipediaOdia WikipediaOpenness2014-04-08T08:30:47ZNews Itemଓଡ଼ିଆ ଉଇକିପିଡ଼ିଆ: ତିନି ବର୍ଷର ସକ୍ରିୟ ଅବଦାନ ୧୦ ବର୍ଷର ପ୍ରକଳ୍ପକୁ ପୁନର୍ଜୀବନ ଦେଲା
https://cis-india.org/openness/blog-old/wikipedia-odia-completes-10-years
The post is about the journey of Odia Wikipedia and the last three years of active contribution

Click to read the original published on the website of the Brokenscooter

ଓଡ଼ିଆ ଉଇକିପିଡ଼ିଆ ୨୯ ଜାନୁଆରୀରେ ଏହାର ୧୦ ବର୍ଷ ପୂରଣ କଲା । ୨୦୦୪ରେ ଏହା ପ୍ରଥମ ଭାରତୀୟ ଭାଷାର ଉଇକିପିଡ଼ିଆ ଭାବେ ଆରମ୍ଭ ହେଇଥିଲେ ମଧ୍ୟ, ଏଥିରେ ପ୍ରକୃତ ଅର୍ଥରେ ଲେଖାଲେଖି ୨୦୧୧ରେ ଆରମ୍ଭ ହେଇଥିଲା । ସେତେବେଳେ ୫୫୦ଟି ଯାହିତାହି ପ୍ରସଙ୍ଗ ଏବଂ କହିବାକୁ ଗଲେ ଜଣେ ମଧ୍ୟ ସକ୍ରିୟ ସଭ୍ୟ ନଥିଲେ । ତତ୍କାଳୀନ ପରିସ୍ଥିତିରେ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ଲାଗି ଉଇକିଆଳିଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଅଧିକ ଲୋକ ଇଣ୍ଟରନେଟ ତଥା ବିଶେଷ ଭାବେ ସୋସିଆଲ ମିଡ଼ିଆ ବ୍ୟବହାର କରିବା ଓ ଓଡ଼ିଆରେ ଲେଖିବା ପାଇଁ ଅଧିକ ଇନପୁଟ ପ୍ରଣାଳୀ ଆସିବା ଦ୍ଵାରା ଏହି ଗୋଷ୍ଠୀଗତ ପ୍ରକଳ୍ପଟି ଲୋକଲୋଚନାକୁ ଆସିବାକୁ ଲାଗିଲା । ଓଡ଼ିଆ ଉଇକିପିଡ଼ିଆର ଫେସବୁକ ପୃଷ୍ଠା ଏବଂ ଗୋଠ ଅଧିକ ଲୋକମାନଙ୍କର ଓଡ଼ିଆ ଭାଷାରେ ଲେଖିବା ପାଇଁ ଏକ

ସାମାଜିକ ଦ୍ଵାର ହୋଇଥିଲା । ଇଉନିକୋଡ଼ରେ ଲେଖା ହୋଇ ଇଣ୍ଟରନେଟରେ ଉପଲବ୍ଧ ଥିବା ଲେଖା ଏହି ଭାଷାରେ ପ୍ରାୟତଃ କିଛି ନାହିଁ ବା ବହୁତ କମ । ଅନ୍ୟ ଭାଷାଭାଷୀ ଲୋକମାନଙ୍କ ତୁଳନାରେ ଏହି ଭାଷାରେ ଉପଲବ୍ଧ ଥିବା ଛବି, ଭିଡ଼ିଓ ଓ ଅଡ଼ିଓ ମିଡ଼ିଆଗୁଡ଼ିକ ବହୁତ କମ । ଏବେ ମଧ୍ୟ ବହୁତ ଲୋକ ସେହି ପୁରୁଣା ଚୋରା ଅପରେଟିଂ ସିଷ୍ଟମକୁ ସେମାନଙ୍କ କମ୍ପ୍ୟୁଟରରେ ବ୍ୟବହାର କରୁଛନ୍ତି ଯାହାକି ସମସ୍ତ ଉଇକିପିଡ଼ିଆ ପ୍ରକଳ୍ପର ଉନ୍ନତିରେ ଏକ ବଡ଼ ବାଧା ପାଲଟିଛି । ଅଧୁନା ଓଡ଼ିଆରେ ଅନଲାଇନ ଅବଦାନ ଓ ଅନେକ ଗୁଡ଼ିଏ ଇନପୁଟ ପ୍ରଣାଳୀ ଆସିବାକୁ ଲାଗିଛି । ଅଧିକ ଲୋକ ଓଡିଆରେ ଇଇଉନିକୋଡ଼ବ୍ୟବହାର କରି ଇଣ୍ଟରନେଟରେ ଖୋଜିବା ଆରମ୍ଭ କଲେଣି । ଏହି କ୍ଷେତ୍ରରେ ଓଡ଼ିଆ ଉଇକିପିଡ଼ିଆ ବହୁତ ଗୁଡ଼ିଏ ଲେଖା ଓ ପାଠକ ଦେଇ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ମାସିକ ପୃଷ୍ଠା ଦେଖା ଯାହାକି ବର୍ଷ ବର୍ଷ ଧରି ଲଗାତର କମ ଥିଲା ତାହା ୧୦୦୦ରୁ ୪,୦୦,୦୦୦ ରୁ ଅଧିକ ହେଲାଣି ଯାହା ବେଳେବେଳେ ୫,୦୦,୦୦୦ ମଧ୍ୟ ପହଞ୍ଚିଛି । ଓଡ଼ିଆ ଲେଖାଥିବା ସମସ୍ତ ୱେବସାଇଟ ମଧ୍ୟରେ ଏହା ସର୍ବାଧିକ । ଦୁଇଦିନ ଧରି ଅଧିକ ଲୋକମାନଙ୍କୁ ଆକର୍ଷିତ କଲାଭଳି ନୂଆ ପ୍ରକଳ୍ପ ସହ ଓଡ଼ିଆ ଉଇକିପିଡ଼ିଆ ଏହାର ଦଶମ ଜନ୍ମତିଥି ପାଳନ କରିଛି । ଓଡ଼ିଆ ଉଇକିଆଳିଗଣ ୨୮ ଜାନୁଆରୀରେ କଳିଙ୍ଗ ଇନଷ୍ଟିଟ୍ୟୁଟ ଅଫ ସୋସିଆଲ ସାଇନ୍ସେସ ଏବଂ ୨୯ ଜାନୁଆରୀରେ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ମାସ କମ୍ୟୁ ନିକେସନ ଏହି ଦୁଇଟି ଶିକ୍ଷାନୁଷ୍ଠାନଠାରେ ଏକଜୁଟ ହୋଇ ଏଥିରେ ସାମିଲ ହୋଇଥିଲେ ।

Odia Wikimedia community is organizing Odisha day on the 29th of this month in Bhubaneswar. More details: http://or.wikipedia.org

For more details visit https://cis-india.org/openness/blog-old/wikipedia-odia-completes-10-years

No publishersubhaWikimediaWikipediaOdia WikipediaAccess to Knowledge2014-03-20T11:20:59ZBlog EntryOdia Language's Presence in Digital Media and Wikipedia's Role
https://cis-india.org/openness/blog-old/the-samaja-subhashish-panigrahi-march-2-2014-odia-language-presence-in-digital-media
କମ୍ପ୍ୟୁଟରରେ ଓଡ଼ିଆ ଭାଷା (Odia language in computer) is an essay published in Odia newspaper "The Samaja's Sunday supplement" on March 2. It is about the journey of Odia language in the digital era and the challenges faced during digitization of books and manuscripts.

It also focusses on the new technological advancements that allow users to interact and share knowledge on the internet in Odia language. It briefly explains about Odia Wikipedia, an online encyclopedia that is written by voluntary editors and the massive knowledge production by opening up platforms like these that allows real-time collaboration for editorship in regional languages.

A scanned version of the article is reproduced below. A higher resolution of this article could be read in The Samaja e-Paper.

For more details visit https://cis-india.org/openness/blog-old/the-samaja-subhashish-panigrahi-march-2-2014-odia-language-presence-in-digital-media

No publishersubhaAccess to KnowledgeWikimediaWikipediaOdia WikipediaOpenness2014-03-05T11:36:46ZBlog EntryOdia Wikipedia (Coverage in Sanchar)
https://cis-india.org/news/odia-wikipedia-coverage-in-sanchar
Sanchar published about Odia Wikipedia in their edition on January 31. Subhashish Panigrahi is quoted.

For more details visit https://cis-india.org/news/odia-wikipedia-coverage-in-sanchar

No publisherpraskrishnaAccess to KnowledgeWikimediaWikipediaOdia WikipediaOpenness2014-02-04T07:38:30ZNews ItemOdia Wikipedia 10th anniversary at Indian Institute of Mass Communication, Dhenkanal
https://cis-india.org/events/odia-wikipedia-tenth-anniversary-indian-institute-of-mass-communication-dhenkanal
The Centre for Internet and Society's Access to Knowledge team along with the Odia Wikipedia community invite you to the 10th anniversary of Odia Wikipedia at the Indian Institute of Mass Communication in Dhenkanal on January 29, 2014 from 10.00 a.m. to 4.00 p.m.

ଓଡ଼ିଆ ଉଇକିପିଡ଼ିଆ, ଅନଲାଇନରେ ଉପଲବ୍ଧ ଓଡ଼ିଆ ଭାଷାର ସର୍ବବୃହତ ମୁକ୍ତ ଜ୍ଞାନକୋଷର ୧୦ମ ବାର୍ଷିକ ଜନ୍ମତିଥି ୨୯ ଜାନୁଆରୀରେ ଢେଙ୍କାନାଳର ଭାରତୀୟ ଜନସଂଚାର ସଂସ୍ଥାନରେ ପୂର୍ବାହ୍ଣ ୧୧ ଘଟିକା ସମୟରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପରିବାର ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଏହାକୁ ସାଫଲ୍ୟମଣ୍ଡିତ କରିବାକୁ ଅନୁରୋଧ କରୁଛି ।

ଏଥିରେ ଆମେ ଓଡ଼ିଆ ଉଇକିପିଡ଼ିଆର ଉପଯୋଗୀତା, ଏହାର ବ୍ୟବହାର ଓ ଆପଣ କିପରି ଏଥିରେ ଭାଗ ନେଇପାରିବେ ଓ ଜ୍ଞାନ ବିତରଣର ଏହି ମହାପ୍ରବାହରେ ସାମିଲ ହୋଇପାରିବେ ସେ ବାବଦରେ ଜାଣିପାରିବେ ।

For more details visit https://cis-india.org/events/odia-wikipedia-tenth-anniversary-indian-institute-of-mass-communication-dhenkanal

No publisherpraskrishnaAccess to KnowledgeWikimediaWikipediaOdia WikipediaOpennessEvent2014-01-30T12:06:21ZEventKIIT University to lead building free knowledge repository initiative
https://cis-india.org/news/india-education-diary-january-20-2014-kiit-university-to-lead-building-free-knowledge-repository-initiative
Centre for Internet and Society is a Bangalore based Non profit organization which works primarily in the broader domains ofinternet and policy research, accessibility, open knowledge and open education.

The blog post was published by India Education Diary.com on January 20, 2014.

Its Access To Knowledge program is funded by the Wikimedia Foundation and works in fostering the volunteer Wikimedia community that contributes in enhancing Wikipedia and other Wikimedia projects. Its primary mandate is upbringing Wikipedia editors by outreach, creating primary resources for sources of reference in multiple ways that lead to enrich Wikipedia.

From a technical institution, Kalinga Institute of Industrial Technology has grown to a multidisciplinary world class University. KIIT University is a world class university spread over 25 sq. km. of land accommodating 20 sprawling wi-fi campuses with 10 million sq.ft. built up area. The university has 25 constituent schools offering more than 100 programmes. Being accredited by NAAC of UGC and NBA of AICTE, KIIT has 20,000 students pursuing under graduate and post graduate studies in the fields of Engineering, Computer Application, Management, Rural Management, Law, Biotechnology, MBBS, M.D., BDS, Nursing, Fashion Technology, Cinema & Media Studies and Languages. KIIT stands out as one of the finest universities in India declared under section 3 of the UGC Act of 1956. KIIT educational conglomerate is unique in offering a wide spectrum of academic programmes from kindergarten to postgraduate level, earning it a place in the Limca Book of Records.

Wikipedia has a critical stand in academia when it comes to peer academic research. But on the other side students ofter access and use Wikipedia for their assignment work despite of the non acceptance of Wikipedia content by the teacher community. The primary reason of Wikipedia's factual errors in many Indic related articles being Wikipedia's low contribution from the global south needs more contribution. Academicians and subject experts who are in charge of building the infrastructure of providing free knowledge to everyone often were stuck because of this setback.

This led to an conjugation of subject experts and Wikimedia contributor communities to set up a system called Wikipedia Education Program (WEP) where editing, correcting and enhancing Wikipedia articles become part of the curriculum.

To begin with the students in different schools at KIIT University the local Wikipedia community with the support from CIS-A2K is going to conduct classroom Wikipedia workshops to pilot Wikipedia contribution. KIIT University would be one of world's few universities to pilot student Wikipedia contribution as part oftheir curricula in any regional language.

For more details visit https://cis-india.org/news/india-education-diary-january-20-2014-kiit-university-to-lead-building-free-knowledge-repository-initiative

No publisherpraskrishnaAccess to KnowledgeWikimediaWikipediaOdia WikipediaOpenness2014-02-03T09:57:50ZNews Itemଆଦିବାସୀ ଭାଷାର ଉନ୍ନତିକଳ୍ପେ ଉଇକିପିଡ଼ିଆ
https://cis-india.org/news/odishan-january-12-2014-coverage-on-odia-wikipedia
Subhashish Panigrahi is quoted in this article published by Odishan.com on January 12, 2014.

ଗତକାଲି ଭୁବନେଶ୍ବରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (କିସ) ପରିସରରେ କିଟ ବିଶ୍ବବିଦ୍ୟାଳୟ ସହିତ ବେଙ୍ଗାଳୁରୁର ସେଣ୍ଟର ଅଫ ଇଣ୍ଟରନେଟ ଏଣ୍ଡ ସୋସାଇଟି-ଆକ୍ସେସ ଟୁ ନଲେଜ ପ୍ରୋଗ୍ରାମ ଏକ ମେମୋରାଣ୍ଡମ ଅଫ ଅଣ୍ଡରଷ୍ଟାଣ୍ଡିଂ (ଏମ ଓ ୟୁ)ରେ ଦସ୍ତଖତ କରିଛନ୍ତି । କିସଠାରେ ଆଦିବାସୀ ପିଲା ଓ ଅଧ୍ୟାପକମାନଙ୍କୁ ନେଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧି କରିବା ତଥା ଆଦିବାସୀ ଭାଷାରେ ଉଇକିପିଡ଼ିଆର ବିକାଶ ନିମନ୍ତେ ନୂଆ କାର୍ଯ୍ୟକ୍ରମମାନ ଆରମ୍ଭ କରାଯିବ । ଆଦିବାସୀମାନଙ୍କର ଭାଷା, ସଂସ୍କୃତି, କଳା ଓ ଜନଜୀବନର ଅନେକ ଉପାଦେୟ ବିଷୟ ଆଜି ବି ଜନସାଧାରଣଙ୍କ ଅଗୋଚରରେ ରହିଛି ।

ଏହି ବିବିଧ ବିଷୟରେ ବୁଦ୍ଧିଜୀବୀ, ଗବେଷକ ଓ ମାନବବିଦମାନେ ଅଧିକ ଗବେଷଣା ପାଇଁ ଏହି ମିଳିତ ପ୍ରଚେଷ୍ଟା ବିଶ୍ବର ଏକ ନୂଆ ଯୁଗର ଆରମ୍ଭ କରିବ ବୋଲି ଏହାକୁ ଉଦଘାଟନ କରି କିସ ଓ କିଟର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ କହିଛନ୍ତି । ଏଥିରେ ଯୋଗଦେଇ ଇଣ୍ଟରନେଟ ଏଣ୍ଡ ସୋସାଇଟି-ଆକ୍ସେସ ଟୁ ନଲେଜ ପ୍ରୋଗ୍ରାମର ପ୍ରୋଗ୍ରାମ ଅଫିସର ତଥା ଏହି ଦୀର୍ଘସୂଚୀ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରୁଥିବା ଶୁଭାଶିଷ ପାଣିଗ୍ରାହୀ ଏହା ଆଦିବାସୀଙ୍କର ଜୀବନକୁ ବିଶ୍ବସ୍ତରରେ ପରିଚିତ କରାଇବ ତଥା ଆଦିବାସୀ ଭାଷାସମୂହର ନଥିକରଣରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଛନ୍ତି । ଏହି ଉତ୍ସବରେ କିଟ ତରଫରୁ ରେଜିଷ୍ଟ୍ରାର ଡଃ ସସ୍ମିତା ସାମନ୍ତ, କିସ ତରଫରୁ ସୂର୍ଯ୍ୟକାନ୍ତ ମହାନ୍ତି ଓ ସେଣ୍ଟର ଅଫ ଇଣ୍ଟରନେଟ ଏଣ୍ଡ ସୋସାଇଟି ତରଫରୁ ଟି ବିଷ୍ଣୁବର୍ଦ୍ଧନ ଏହି ମିଳିତ ଏମ ଓ ୟୁରେ ଔପଚାରିକ ଭାବେ ଦସ୍ତଖତ କରିଥିଲେ ।

ଆଗାମୀ ପାଞ୍ଚ ବର୍ଷ ନିମନ୍ତେ କିଟ ଓ କିସରେ ବହୁବିଧ କର୍ମଶାଳା ଓ ସଚେତନାମୂଳକ ଆଲୋଚନାଚକ୍ର ମାଧ୍ୟମରେ ଶିକ୍ଷକ ଓ ଛାତ୍ରମାନଙ୍କୁ ଇଣ୍ଟରନେଟ ମାଧ୍ୟମରେ ଗବେଷଣାତ୍ମକ ନଥିକରଣ ଓ ଉଇକିପିଡ଼ିଆ ଭଳି ମୁକ୍ତ ଜ୍ଞାନକୋଷରେ ପ୍ରସଙ୍ଗମାନ ଲେଖି ଓ ସମ୍ପାଦନା କରି ନିଜ ଜ୍ଞାନର ବିକାଶ କରିବା ସଙ୍ଗେସଙ୍ଗେ ଅନ୍ୟମାନଙ୍କ ନିମନ୍ତେ ମଧ୍ୟ ମୁକ୍ତଜ୍ଞାନ ବିତରଣ କରିପାରିବେ । ଏଥିସହିତ ବିଶ୍ବର ବାକି ଦେଶମାନଙ୍କରେ ଥିବା ଅନେକ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ସହ ଭାଗନେଇ ନୂତନ ଦିଗନ୍ତମାନ ଉନ୍ମୋଚନ କରିପାରିବେ ।

ଓଡ଼ିଆ ଉଇକିପିଡ଼ିଆ ଯାହା ୨୦୧୧ ମସିହା ପରଠାରୁ ଅନେକ ସମ୍ପାଦକଙ୍କ ଦ୍ବାରା ସମ୍ପାଦନା ହେବାକୁ ଲାଗିଲା, ଏବେ ଓଡ଼ିଆ ଭାଷାରେ ଉପଲବ୍ଧ ବିଶାଳତମ ଅନଲାଇନ ଜ୍ଞାନକୋଷ ଓ or.wikipedia ରେ ସମସ୍ତେ ଏହାକୁ ପଢ଼ିପାରିବେ ତଥା ଏଥିରେ ଅଧିକ ତଥ୍ୟ ଯୋଡ଼ି ଏଥିରେ ଥିବା ପ୍ରସଙ୍ଗସବୁକୁ ଅଧିକ ତଥ୍ୟପୂର୍ଣ୍ଣ କରିପାରିବେ । ଏଠାରେ ଥିବା ଆଦିବାସୀ ପିଲାମାନେ ନିଜେ ଉଇକିପିଡ଼ିଆ ଭଳି ଏକ ବିଶ୍ବସ୍ତରୀୟ ଜ୍ଞାନକୋଷରେ ଜ୍ଞାନଦାନ ଓ ଗ୍ରହଣ କରି ବାକିମାନଙ୍କ ପାଇଁ ଅନେକ ସହଜ ଶିକ୍ଷଣ ତିଆରି କରିପାରିବେ ବୋଲି ବିଶ୍ବାସ ରଖନ୍ତି ଓଡ଼ିଆ ଉଇକିପିଡ଼ିଆର ସକ୍ରିୟତମ ସଦସ୍ୟ ଶିତିକଣ୍ଠ ଦାଶ । ବୃତ୍ତିରେ ଇଞ୍ଜିନିୟର ହୋଇ ଯଦି ନିଜେ ଅନ୍ୟମାନଙ୍କ ପାଇଁ ପାଠପଢ଼ାର ସାଧନକ୍ଷେତ୍ର ଉଇକିପିଡ଼ିଆକୁ କିଟର ଛାତ୍ରମାନେ ଉନ୍ନତ କରିପାରିବେ ବୋଲି କହନ୍ତି ଉଇକିପିଡ଼ିଆର ଆଉଜଣେ ସ୍ବେଚ୍ଛାସେବୀ ସଦସ୍ୟ ଜ୍ଞାନରଞ୍ଜନ ସାହୁ ।

ଆଗାମୀ କିଛିମାସ ଭିତରେ କିସଠାରେ ଅନେକ ପୁସ୍ତକ, ଜର୍ଣ୍ଣାଲ, ଅନଲାଇନ ଗବେଷଣା ନଥିଆଦି ଅଣାଯାଇ ଏକ ଭିତ୍ତିଭୂମିର ବିକାଶ କରାଯିବ । ଏହା ଛାତ୍ରଛାତ୍ରୀ ତଥା ଶିକ୍ଷକମାନଙ୍କୁ ଅଧିକ ଜ୍ଞାନ ଆହରଣର ସୁବିଧା ଯୋଗାଇବ । ଏହି ପରୋକ୍ଷରେ ଅଧିକ ଛାତ୍ରଙ୍କୁ ପରୋକ୍ଷରେ ସ୍ବାଭାଲମ୍ବୀ କରାଇବା ସଙ୍ଗେସଙ୍ଗେ ସେମାନଙ୍କୁ କମ୍ପ୍ୟୁଟର ମାଧ୍ୟମରେ ଜଗତସାରା ଲୁକ୍କାୟିତ ଜ୍ଞାନର ବିତରଣରେ ସହାୟକ ହେବ । ଏହି ତୃଣମୂଳ ସ୍ତରର ପରଖ କିଟ ତଥା ଅନେକ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ଏହିପରି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବାଟ କଢ଼ାଇବ ।

Click to read the original published by Odishan.com here

For more details visit https://cis-india.org/news/odishan-january-12-2014-coverage-on-odia-wikipedia

No publisherpraskrishnaAccess to KnowledgeWikimediaWikipediaOdia WikipediaOpenness2014-02-03T10:43:58ZNews ItemCIS-A2K, KIIT University and Kalinga Institute of Social Sciences sign MoUs
https://cis-india.org/openness/blog-old/cis-a2k-kiit-university-kaling-institute-of-social-sciences-mou
KIIT University, Kalinga Institute of Social Sciences and the Centre for Internet and Society's Access to Knowledge team (CIS-A2K) have entered into a memorandum of understanding (MoUs) for furthering Odia Wikipedia.

Dr.Achyuta Samanta, Founder-Chairman of KIIT and KISS inaugurated both the collaborations formally. Dr. Sasmitarani Samanta, Registrar, KIIT and Surjya Kanta Mohanty, Chief Operating Officer, KISS signed the MoUs of KIIT and KISS respectively whereas T. Vishnuvardhan, Programme Director, CIS-A2K was there to sign in both the MoUs on behalf of CIS along with Subhashish Panigrahi, Programme Officer, CIS-A2K. Odia Wikipedians Dr. Subas Chandra Rout, Shitikantha Dash, Jnanaranjan Sahu and Sailesh Patnaik, senior faculty and management members; Prof. Parthosen Gupta, Professor-KIIT School of Management, Sucheta Priyabadini, Joint Registrar, KIIT Santosh K. Pani, Dean-KIIT School of Electrical Engineering and other staff members from KISS were there for this event.

The event was held on January 11, 2014 from 10.00 a.m. to 1.00 p.m.

For more details visit https://cis-india.org/openness/blog-old/cis-a2k-kiit-university-kaling-institute-of-social-sciences-mou

No publishersubhaAccess to KnowledgeWikimediaWikipediaOdia WikipediaOpenness2014-02-03T06:24:18ZBlog EntryOdia WikiMeetup
https://cis-india.org/events/odia-wiki-meetup-january-11-2014
CIS-A2K organized an Odia Wiki meetup in Bhubaneswar on January 11.

The event was attended by Odia Wikipedians Dr. Subas Chandra Rout, Shitikantha Dash, Jnanaranjan Sahu and Sailesh Patnaik. T. Vishnuvardhan, Programme Director and Subhashish Panigrahi, Programme Officer, CIS-A2K met Odia Wikipedians to discuss about various ongoing projects in Odia Wikipedia, potential projects and incubator projects.

For more details visit https://cis-india.org/events/odia-wiki-meetup-january-11-2014

No publisherpraskrishnaAccess to KnowledgeWikimediaWikipediaOdia WikipediaOpennessEvent2014-02-03T06:46:33ZEventOdia Wikipedia Workshop at KISS
https://cis-india.org/events/odia-wikipedia-workshop-kiss-january-10-2014
A day long Odia Wikipedia workshop for post-graduate students and faculty members is being organized by the Centre for Internet and Society's Access to Knowledge (CIS-A2K) team at the Kalinga Institute of Social Sciences (KISS) on January 10.

Subhashish Panigrahi is conducting the workshop.

ଉଇକିପିଡ଼ିଆ:କର୍ମଶାଳା/ଭୁବନେଶ୍ୱର/୮

ଉଇକିପିଡ଼ିଆ ରୁ

ଭୁବନେଶ୍ୱରସ୍ଥିତ ଆଦିବାସୀ ଆବାସିକ ଅନୁଷ୍ଠାନ KISS (କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ସାଇସେନ୍ସ)ଠାରେ ଏଠାକାର ଶିକ୍ଷକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଆଦିବାସୀମାନଙ୍କର ଭାଷା, ଚଳଣି ଓ ଜନଜୀବନ ବାବଦରେ ଅନେକ ଗବେଷଣାଭିତ୍ତିକ ପ୍ରସଙ୍ଗ ଏକାଧିକ ଭାଷାରେ ଲେଖିବାର ଏକ ପ୍ରକଳ୍ପ ଆରମ୍ଭ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ନଥିକରଣ ତିନୋଟି ଭାଷାରେ (ଓଡ଼ିଆ, ଇଂରାଜୀ ଓ ହିନ୍ଦୀ)ରେ କରାଯାଇ KISS ୱେବସାଇଟରେ ଉପଲବ୍ଧ କରାଯିବ । ଏହି ପ୍ରସଙ୍ଗସମୂହ ଜ୍ଞାନକୋଷ ପରିସରରେ ଥିବାରୁ ଏସବୁକୁ ଉଇକିକରଣ କରି ଉଇକିପିଡ଼ିଆର ପ୍ରସଙ୍ଗସବୁକୁ ସମୃଦ୍ଧ କରିବା ନିମନ୍ତେ ଏହି ଏହି କର୍ମଶାଳାର ଆୟୋଜନ କରାଯାଇଛି । ନଭେମ୍ବର ୧୪ (ଗୁରବାର) ଦିନ ସକାଳ ୧୧:୦୦ ରେ ଅନୁଷ୍ଠିତ ହୋଇ ଥିବା ପ୍ରଥମ କର୍ମଶାଳାରେ ଯୋଗଦେଇଥିବା ଶିକ୍ଷକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏହା ଏକ ଉନ୍ନତ କର୍ମଶାଳା । ଏଥିରେ ସେମାନଙ୍କୁ ଦିଆଯାଇଥିବା ପ୍ରସଙ୍ଗଗୁଡ଼ିକୁ ସେମାନେ ସମ୍ପାଦନା କରି ସେଥିରେ ଅଧିକ ତଥ୍ୟ ଯୋଡ଼ି ତାହାକୁ ଉନ୍ନ୍ତ କରିବେ । ସମ୍ପାଦନା ପରେ ଆଗାମୀ ଯୋଜନା ବଆବଦରେ ଆଲୋଚନା କରାଯିବ ।

ଏଥିରେ କଣ କଣ ଶିଖିବାକୁ ମିଳିବ?

ଓଡ଼ିଆରେ ଟାଇପିଂ

ଓଡ଼ିଆ ଉଇକିପିଡ଼ିଆରେ. ସମ୍ପାଦନା

ଆଗାମୀ ଯୋଜନା

ସ୍ଥାନ ଓ ସମୟ

KISS (କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ସାଇସେନ୍ସ), ଭୁବନେଶ୍ୱର
ଜାନୁଆରି ୧୦ (ଶୁକ୍ରବାର), ସକାଳ ୦୯:୦୦

ଏହି କର୍ମଶାଳାରେ ଭାଗ ନେଉଥିବା ଉଇକିଆଳିଗଣ

--ସୁଭାସିସ ପାଣିଗାହି (ମୋ ସାଙ୍ଗେ କଥାବାର୍ତ୍ତା)

ଅନୁଷ୍ଠାନର ଶିକ୍ଷକ ଓ ଛାତ୍ରଛାତ୍ରୀଗଣ

କାମ ବିତରଣ

ନଭେମ୍ବର ମାସର କର୍ମଶାଳାରେ ଭାଗନେଇଥିବା ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ୧୧ଟି ଛୋଟ ଛୋଟ ଦଳରେ ଭାଗ କରାଯାଇଥିଲା । ପ୍ରତିଟି ଦଳ ଏକ ପ୍ରସଙ୍ଗ ଉପରେ ମିଳିତ କାମ ଆରମ୍ଭ କରିବେ । ତଳେ ପ୍ରସଙ୍ଗର ନାମ ଓ ଶିକ୍ଷକ ତଥା ଛାତ୍ରଛାତ୍ରୀଙ୍କ ନାମ ଦିଆଗଲା । ଆଜିର କର୍ମଶାଳାର ସମସ୍ତ ଅଂଶଗ୍ରହଣକାରୀ ନିଜ ନିଜର ପ୍ରସଙ୍ଗରେ କିଛି ଲେଖା ଆରମ୍ଭ କରିଛନ୍ତି । ଏହି କର୍ମଶାଳାରେ ସେମାନେ ଏହି ଲେଖାଗୁଡ଼ିକ ସମୂର୍ଣ୍ଣ କରିବେ ।

କ୍ର.ନଂ.

ପ୍ରସଙ୍ଗ ନାମ

ଶିକ୍ଷକଙ୍କ ନାମ

ଶିକ୍ଷକଙ୍କ ନାମ

ଛାତ୍ର/ଛାତ୍ରୀଙ୍କ ନାମ

ଛାତ୍ର/ଛାତ୍ରୀଙ୍କ ନାମ

ସାନ୍ତାଳୀ ଲୋକସଂସ୍କୃତି

ମହତ ଶତପଥୀ

ରୁକ୍ମଣ ବରିହା

ସମ୍ବାରୀ ମୁର୍ମୁ

ହୋ ପରବ

ତରଣୀସେନ ସାମଡ

ହୋ ଜନଜାତିର ପର୍ବପର୍ବାଣୀ

ଦୀପ୍ତିରଞ୍ଜନ ବେହେରା

ସୂର୍ଯ୍ୟମଣି ସଏ

ତରଣୀସେନ ସାମଡ

ହୋ ଜନଜାତିର ବିବାହ ପ୍ରଥା

ସୌମିତ୍ରୀ ସାମନ୍ତରାୟ

ଜଗଦୀଶ କୁମାର ସିଂ

ଲାଞ୍ଜିଆ ସଉରା ଜନଜାତିର ଘର

ପ୍ରୀତିନନ୍ଦା ରାୟ

ସୁବାସ ଚନ୍ଦ୍ର ସାମଲ

ଗିରିଜା ଶଙ୍କର ମଲିକ

ସାନ୍ତାଳୀ ପର୍ବପର୍ବାଣୀ

ସାଇ ବିଶ୍ୱନାଥ ତ୍ରିପାଠୀ

ପ୍ରିୟମ୍ବଦା ସ୍ୱାଇଁ

କାପୁରା ସୋରେନ

ସାନ୍ତାଳୀ ସଙ୍ଗୀତ

ନୀଳିମା ସାମନ୍ତ

ସୁଜ୍ଞାନୀ ରଥ

ବାସୁଦେବ ମାରାଣ୍ଡି

ସାନ୍ତାଳୀ ଜନ ଜାତିର ଜୀବନ ଜୀବିକା

ଶୁଭଲକ୍ଷ୍ମୀ ମହାନ୍ତି

କ୍ରିଷ୍ଣା ସୋରେନ

ମହେନ୍ଦ୍ର ବେଶ୍ରା

ମୁଣ୍ଡା ଜନଜାତି

ସରୋଜିନୀ ସିଂ

For more details visit https://cis-india.org/events/odia-wikipedia-workshop-kiss-january-10-2014

No publisherpraskrishnaAccess to KnowledgeWikimediaWikipediaOdia WikipediaEvent2014-01-16T06:52:36ZEventOdisha: Odia Wikipedia reaching 5000 article mark!
https://cis-india.org/news/orissa-diary-december-17-2013-odia-wikipedia-reaching-5000-article-mark
Many are not aware of the existence of Odia Wikipedia and other Indian language Wikipedias. But Odia Wikipedia has been growing gradually all these years and has become the most searched website and largest online encyclopedia in Odia language.

The Report by Odisha Diary bureau, Bhubaneswar was published on December 17, 2013. Subhashish Panigrahi is quoted.

Initiated in 2002 Odia Wikipedia saw its first edit in 2004 and suffered from low contribution for almost seven years. But slowly the gloomy scene changed with the first workshop in Bengaluru which started initiating more consecutive Wikipedia training workshops in Bhubaneswar, Cuttack, Nalconagar, Baleswar, Dhenkanal and many other cities. Over these years after many outreach workshops individuals who are experts in different subject areas and organizations and institutions like Indian Institute of Mass Communication, Dhenkanal and KIIT University have been associated with the Odia Wikipedia editor community.

After Gopal Chandra Praharaj's Purnachandra Ordiya Bhashakosha and Binod Kanungo's Jnanamandal no such progressive encyclopedic compilation was done in Odia. Where the encyclopedias take years for reprinting which is also negligible in regional languages Odia Wikipedia articles get revised every now and then. “This has been possible because of the collaborative writing mechanism of Wikipedia All of us keep editing the articles that refine the content and make it free from biased and incorrect facts.”, says Mrutyunjaya Kar, one of the very active Wikipedians. Some time ago noted linguists like Natabara Satpathy and Deepak Kanungo raised questions about the authenticity and writing standards of the articles on Odia Wikipedia.

"But I think we have overcome those issues of poor quality content. And the very thing Wikipedia got is the gradual growth of articles in terms of amount of information and accuracy. Something that attracted me to Odia Wikipedia is the way one liner stub articles grow to good quality articles in few days", says Subhashish Panigrahi, Programme Officer to Centre of Internet and Society's Access To Knowledge program that is working for the growth of Indian languages. Many of the valuable aspects of Odisha's history, diverse languages, cultural heritage and tourism are being documented and shared for free on the internet which otherwise would not ever come to the limelight.

Available in 286 world languages Wikipedia is edited by more than 77,000 contributors across the world. Odia Wikipedia has only a small community consisting handful of contributors. We aim to reach out to more people to spread the sum of the entire knowledge in our own language, says another active contributor Shitikantha Dash. Odia Wikipedia could be accessed at: https://or.wikipedia.org

For more details visit https://cis-india.org/news/orissa-diary-december-17-2013-odia-wikipedia-reaching-5000-article-mark

No publisherpraskrishnaAccess to KnowledgeWikimediaWikipediaOdia WikipediaOpenness2013-12-31T05:10:30ZNews ItemOdia Wikipedia Workshop @ IIMC
https://cis-india.org/openness/events/odia-wiki-workshop-iimc-nov-18-19-2013
The CIS-A2K team is organizing an Odia Wikipedia workshop at the Indian Institute of Mass Communication, Dhenkanal, Odisha on November 18 and 19, 2013 from 10.30 a.m. to 5.00 p.m.

ଏଥିରେ କଣ କଣ ଶିଖିବାକୁ ମିଳିବ?

ଓଡ଼ିଆ ଉଇକିପିଡ଼ିଆର ଉନ୍ନତ ଅପସନସମୂହ: ବୋଲ୍ଡ, ତେରଛା ଅକ୍ଷର (Italics), ଆଧାର (Reference) ଯୋଗ, ଶିରୋନାମ (Heading) ଯୋଗ ଆଦି

ଆଗାମୀ କର୍ମଶାଳା ଯାଏଁ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ କାମ ବିତରଣ

ଛାତ୍ରମାନେ କିପରି ଅଭିଜ୍ଞ ଉଇକିଆଳିଙ୍କଠାରୁ ଅନଲାଇନରେ ତଥା ଅନ୍ୟାନ୍ୟ ମାଧ୍ୟମରେ ସହଯୋଗ ଲୋଡ଼ିବେ

Please find the full details on the Wiki meta-page here

For more details visit https://cis-india.org/openness/events/odia-wiki-workshop-iimc-nov-18-19-2013

No publisherpraskrishnaAccess to KnowledgeWikimediaWikipediaOdia WikipediaOpennessEvent2013-11-12T05:13:04ZEventDocumentation and Wikipedia Contribution — A One Day Workshop
https://cis-india.org/openness/events/documentation-and-wikipedia-contribution
On November 14, the CIS-A2K team is organizing a one day orientation workshop on 'Documentation and Wikipedia Contribution' at the Kalinga Institute of Social Studies (KISS), Bhubaneswar from 10.30 a.m. to 5.00 p.m.

ଉଇକିପିଡ଼ିଆ ରୁ

ଭୁବନେଶ୍ୱରସ୍ଥିତ ଆଦିବାସୀ ଆବାସିକ ଅନୁଷ୍ଠାନ KISS (କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ଷ୍ଟଡିଜ)ଠାରେ ଏଠାକାର ଶିକ୍ଷକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଆଦିବାସୀମାନଙ୍କର ଭାଷା, ଚଳଣି ଓ ଜନଜୀବନ ବାବଦରେ ଅନେକ ଗବେଷଣାଭିତ୍ତିକ ପ୍ରସଙ୍ଗ ଏକାଧିକ ଭାଷାରେ ଲେଖିବାର ଏକ ପ୍ରକଳ୍ପ ଆରମ୍ଭ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ନଥିକରଣ ତିନୋଟି ଭାଷାରେ (ଓଡ଼ିଆ, ଇଂରାଜୀ ଓ ହିନ୍ଦୀ)ରେ କରାଯାଇ KISS ୱେବସାଇଟରେ ଉପଲବ୍ଧ କରାଯିବ । ଏହି ପ୍ରସଙ୍ଗସମୂହ ଜ୍ଞାନକୋଷ ପରିସରରେ ଥିବାରୁ ଏସବୁକୁ ଉଇକିକରଣ କରି ଉଇକିପିଡ଼ିଆର ପ୍ରସଙ୍ଗସବୁକୁ ସମୃଦ୍ଧ କରିବା ନିମନ୍ତେ ଏହି ଏହି କର୍ମଶାଳାର ଆୟୋଜନ କରାଯାଇଛି । ନଭେମ୍ବର ୧୪ (ଗୁରବାର) ଦିନ ସକାଳ ୧୧:୦୦ ରେ ଅନୁଷ୍ଠିତ ହେବାକୁ ଥିବା ଏହି କର୍ମଶାଳାରେ ୧୨ ଜଣ ଶିକ୍ଷକ ଓ ୩୨ ଜଣ ସ୍ନାତକୋତ୍ତର ଯୋଗଦେଇ ଓଡ଼ିଆରେ ଟାଇପ କରିବା ଓ ଉଇକିପିଡ଼ିଆ ବାବଦରେ ତାଲିମ ଗ୍ରହଣ କରିବେ ।

Click to read the full details published on the Wiki meta page here.

For more details visit https://cis-india.org/openness/events/documentation-and-wikipedia-contribution

No publisherpraskrishnaAccess to KnowledgeWikimediaWikipediaOdia WikipediaOpennessEvent2013-11-12T04:20:37ZEvent