Centre for Internet & Society

ଓଡ଼ିଆ ଉଇକିପାଠାଗାର ୧ମ ଜନ୍ମତିିଥି (Odia Wikisource’s 1st anniversary):

ଆଗାମୀ ୨୫ ତାରିଖ ଦିନ ଇଣ୍ଟରନେଟରେ ଉପଲବ୍ଧ ଓଡ଼ିଆ ପାଠାଗାର “ଉଇକିପାଠାଗାର”କୁ ବର୍ଷେ ପୂରିବାକୁ ଯାଉଛି । ଏଥି ନିମନ୍ତେ ଆମେ ଭୁବନେଶ୍ୱରରେ ପାଳୁଛୁ ଉଇକିପାଠାଗାରର ପ୍ରଥମ ଜନ୍ମତିଥି । ଆଉ ଏ ଉତ୍ସବରେ ଯୋଗଦେବା ଲାଗି ଆପଣଙ୍କୁ ରହିଲା ବିନୀତ ମାଗୁଣି, ଆସିବେ ନିଶ୍ଚେ । ଅଧିକ କିଛି ଜାଣିବାକୁ ଚାହିଁଲେ ଆମ ସହ odiawiki@gmail ରେ ମେଲ ଯୋଗେ ଯୋଗାଯୋଗ କରିପାରିବେ । ଧନ୍ୟବାଦ!


This was published by Bhubaneswar (Buzz) on October 24, 2015.